ଭୁବନେଶ୍ବର,୧୮/୧୦ : ପବିତ୍ର ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଡ. ବିକାଶ କୁମାର ମିଶ୍ର। ସେ କହିଛନ୍ତି, ଶାରଦୀୟ ଦୁର୍ଗାପୂଜାର ପବିତ୍ର ଅବସରରେ ଆପଣ ଓ ଆପଣଙ୍କ ପରିବାରକୁ ହାର୍ଦ୍ଦିକ ଅଭିନନ୍ଦନ ଓ ଅନେକ ଶୁଭେଚ୍ଛା। ମା’ ଦୁର୍ଗାଙ୍କ ଆଶୀର୍ବାଦରେ ଆପଣଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ।
ସମସ୍ତ ଦୁଃଖ ଦୂର ହୋଇ ଜୀବନରେ ଖୁସି ଓ ସଫଳତାର ନୂତନ ଅଧ୍ୟାୟ ଆରମ୍ଭ ହେଉ। ମା’ଙ୍କ କରୁଣା ଓ ଆଶୀର୍ବାଦ ସଦାସର୍ବଦା ଆପଣଙ୍କ ସହ ରହିଥାଉ। ଜୟ ମା’ ଦୁର୍ଗା। ଶୁଭ ଶାରଦୀୟ ଦୁର୍ଗାପୂଜା।













Leave a Reply