ଭୁବନେଶ୍ବର,୧୪/୬ : ଓଡ଼ିଆ ଅସ୍ମିତାର ଜୀବନ୍ତ ପରମ୍ପରା, ମୃତ୍ତିକା ଓ ମାତୃଶକ୍ତିର ଅନନ୍ୟ ମହାମିଳନର ମହାଗଣପର୍ବ ‘ରଜ’ ଅବସରରେ ଆପଣ ସମସ୍ତଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆନନ୍ଦ ଓ ଉଲ୍ଲାସର ଏହି ଅବସର ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ। ଏହି ଅନନ୍ୟ ସଂସ୍କୃତି ଓ ପରମ୍ପରା ହେଉଛି ପ୍ରକୃତି ପ୍ରତି ଆମ ସମ୍ମାନର ପ୍ରତୀକ। ଆନନ୍ଦ ଓ ଉଲ୍ଲାସର ଏହି ଅବସର ସଭିଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ ବୋଲି କହିଛନ୍ତି ସମାଜସେବୀ ଓ ବିଜେପି ସଭାନେତ୍ରୀ ଦେବସ୍ମିତା ମହାନ୍ତି ।
ଆନନ୍ଦ ଓ ଉଲ୍ଲାସର ଏହି ଅବସର ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ : ଦେବସ୍ମିତା ମହାନ୍ତି, ବିଜେପି ସଭାନେତ୍ରୀ













Leave a Reply