ଦେଶର ଏକତା, ଅଖଣ୍ଡତା ଓ ଭାଇଚାରାକୁ ସୁଦୃଢ଼ କରିବା : ଟିକାୟତ ନାୟକ, ସମ୍ପାଦକ

ଭୁବନେଶ୍ବର,୧୫/୮ : ଓଡ଼ିଶା ଅପଡେଟର ସମ୍ପାଦକ ଟିକାୟତ ନାୟକ ୮୦ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଆମ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସମସ୍ତ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶତ ଶତ ପ୍ରଣାମ। ଆସନ୍ତୁ, ଏହି ପବିତ୍ର ଦିନରେ ଦେଶର ଏକତା, ଅଖଣ୍ଡତା ଓ ଭାଇଚାରାକୁ ସୁଦୃଢ଼ କରିବା। ଦେଶର ପ୍ରଗତି ଓ ସମୃଦ୍ଧି ପାଇଁ ଆମେ ସମସ୍ତେ ନିଜ ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରିବା।ଆମ ଭାରତ ଦେଶ ଆହୁରି ଶକ୍ତିଶାଳୀ ଓ ବିକଶିତ ହେଉ ଏହା ହିଁ ଆମର ସଂକଳ୍ପ। ସମସ୍ତ ଦେଶବାସୀଙ୍କୁ ୮୦ତମ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା। ଜୟ ହିନ୍ଦ!

Leave a Reply

Your email address will not be published. Required fields are marked *