ଶାରଦୀୟ ଦୁର୍ଗାପୂଜା ଅବସରରେ ଓଡ଼ିଶାବାସୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା : ସଶ୍ମିରାଣୀ ଡଗରା

ଭୁବନେଶ୍ବର,୧୯/୧୦ : ପବିତ୍ର ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଡାକ୍ତର ସଶ୍ମିରାଣୀ ଡଗରା । ସେ କହିଛନ୍ତି, ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ଓଡ଼ିଶାବାସୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା। ମା’ ଦୁର୍ଗାଙ୍କ ଆଶୀର୍ବାଦରେ ଆମ ରାଜ୍ୟ ଶାନ୍ତି, ସମୃଦ୍ଧି ଓ ବିକାଶର ନୂତନ ଶିଖର ଛୁଇଁବା ସହ ସମସ୍ତଙ୍କ ଜୀବନ ହସଖୁସିରେ ଭରିଯାଉ।

ସମାଜରେ ସଦଭାବ, ସହଯୋଗ ଓ ସାମାଜିକ ସଂହତି ଅଧିକ ସୁଦୃଢ଼ ହେଉ। ଆସନ୍ତୁ, ଏହି ପବିତ୍ର ପର୍ବରେ ଏକ ସୁନ୍ଦର, ସମୃଦ୍ଧ ଓ ଶାନ୍ତିପୂର୍ଣ୍ଣ ଓଡ଼ିଶା ଗଠନର ସଂକଳ୍ପ ନେବା। ସମସ୍ତଙ୍କୁ ଶୁଭ ଦୁର୍ଗାପୂଜା। ଏହାସହ ତୁଳସୀ ହସ୍ପିଟାଲ ଏବଂ ସାଇ ଡେଣ୍ଟାଲ୍ ଆଣ୍ଡ୍ ଇମ୍ପଲାଣ୍ଟ କ୍ଲିନିକ୍ ପକ୍ଷରୁ ମଧ୍ୟ ପୂଜାର ହାର୍ଦ୍ଦିକ ଅଭିନନ୍ଦନ ଜଣାଯାଇଛି ।

Leave a Reply

Your email address will not be published. Required fields are marked *