ଭୁବନେଶ୍ବର,୧୯/୧୦ : ପବିତ୍ର ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବରିଷ୍ଠ ସାମ୍ବାଦିକ ସଂକର୍ଷଣ ବେହେରା । ସେ କହିଛନ୍ତି, ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ଓଡ଼ିଶାର ସମସ୍ତ ଭାଇଭଉଣୀଙ୍କୁ ମୋର ହୃଦୟଭରା ଶୁଭେଚ୍ଛା ଓ ଅଭିନନ୍ଦନ।
ମା’ଦୁର୍ଗାଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ହସ, ଖୁସି ଓ ଆନନ୍ଦରେ ଭରିଯାଉ। ପ୍ରତ୍ୟେକ ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧିର ଦୀପ ପ୍ରଜ୍ୱଳିତ ହେଉ। ମା’ଙ୍କ ଆଶୀର୍ବାଦ ଆମ ସମସ୍ତଙ୍କୁ ସତପଥରେ ଆଗେଇ ଯିବାକୁ ପ୍ରେରଣା ଦେଉ। ଜୟ ମା’ ଦୁର୍ଗା। ଶୁଭ ଶାରଦୀୟ।













Leave a Reply