ଭୁବନେଶ୍ବର,୧୯/୧୦ : ପବିତ୍ର ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସାମ୍ବାଦିକ ସୁନୀଲ କୁମାର ପଣ୍ଡା । ସେ କହିଛନ୍ତି, ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।
ମା’ଦୁର୍ଗାଙ୍କ ଆଶୀର୍ବାଦରେ ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନ ସୁଖ, ସ୍ୱାସ୍ଥ୍ୟ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। ଏହି ମହାନ ପର୍ବ ଆମ ସାଂସ୍କୃତିକ ପରମ୍ପରା ଓ ସାମାଜିକ ଏକତାକୁ ଆହୁରି ମଜବୁତ କରୁ। ସମସ୍ତଙ୍କ ସହଯୋଗ ଓ ସଦଭାବନାରେ ଆମ ଓଡ଼ିଶା ଶାନ୍ତି ଓ ପ୍ରଗତିର ପଥରେ ଆଗେଇ ଚାଲୁ। ସମସ୍ତଙ୍କୁ ମୋର ଅନ୍ତର୍ଭରା ଶାରଦୀୟ ଅଭିନନ୍ଦନ ।













Leave a Reply