ମା’ ଦୁର୍ଗାଙ୍କ ଆଗମନରେ ଧରା ହୋଇଉଠୁ ଆନନ୍ଦମୟ ଓ ଭକ୍ତିମୟ : ପ୍ରାଣ ରଞ୍ଜନ ବେହେରା

ଭୁବନେଶ୍ବର,୧୯/୧୦ : ପବିତ୍ର ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସାମ୍ବାଦିକ ପ୍ରାଣ ରଞ୍ଜନ ବେହେରା । ସେ କହିଛନ୍ତି, ମା’ ଦୁର୍ଗାଙ୍କ ଆଗମନରେ ଧରା ହୋଇଉଠୁ ଆନନ୍ଦମୟ ଓ ଭକ୍ତିମୟ। ଏହି ପବିତ୍ର ଶାରଦୀୟ ପର୍ବରେ ଓଡ଼ିଶାର ସମସ୍ତ ଭାଇଭଉଣୀଙ୍କୁ ଅନ୍ତରର ଶୁଭେଚ୍ଛା ଜଣାଉଛି ।

ମା’ଙ୍କ ଆଶୀର୍ବାଦରେ ଦୁଃଖ ଦୂର ହେଉ, ଜୀବନରେ ସୁଖ ଓ ସଫଳତାର ନୂଆ ସୂର୍ଯ୍ୟୋଦୟ ହେଉ। ସମସ୍ତଙ୍କ ମନରେ ପ୍ରେମ, ଶ୍ରଦ୍ଧା ଓ ମାନବିକତାର ଭାବନା ଜାଗ୍ରତ ହେଉ। ଜୟ ମା’ ଦୁର୍ଗା । ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ।

Leave a Reply

Your email address will not be published. Required fields are marked *