ଭୁବନେଶ୍ବର,୧୯/୧୦ : ପବିତ୍ର ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶା ଅପଡେଟର ସମ୍ପାଦକ ଟିକାୟତ ନାୟକ । ସେ କହିଛନ୍ତି, ଶାରଦୀୟ ଦୁର୍ଗାପୂଜାର ପବିତ୍ର ଅବସରରେ ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମା’ ଦୁର୍ଗାଙ୍କ କୃପାରୁ ପ୍ରତ୍ୟେକ ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ବିରାଜମାନ କରୁ।
ଏହି ପର୍ବ ସମସ୍ତଙ୍କ ଜୀବନରେ ନୂତନ ଆଶା, ଉତ୍ସାହ ଓ ଆନନ୍ଦ ଭରିଦେଉ। ଆସନ୍ତୁ, ଏକତା ଓ ଭାଇଚାରାର ବନ୍ଧନକୁ ଆହୁରି ସୁଦୃଢ଼ କରିବା। ସମସ୍ତଙ୍କୁ ଶୁଭ ଶାରଦୀୟ ଦୁର୍ଗାପୂଜା।













Leave a Reply