ଭୁବନେଶ୍ବର, ୨୫/୭ : ପବିତ୍ର ସୁନାବେଶ ଉପଲକ୍ଷେ ରାଜ୍ୟ ଓ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଯୋଜକ ଅତିଶ କୁମାର ରାଉତ । ସେ କହିଛନ୍ତି, ସୁନାବେଶର ଦିବ୍ୟ ମହିମା ସମସ୍ତଙ୍କ ଜୀବନରେ ନୂତନ ଆଶା ଓ ଅପାର ଆନନ୍ଦର ସଞ୍ଚାର କରୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରେ ପ୍ରତ୍ୟେକ ପରିବାର ସୁଖ, ସମୃଦ୍ଧି ଓ ଶାନ୍ତିରେ ପରିପୂର୍ଣ୍ଣ ହେଉ। ଭକ୍ତିର ଏହି ପବିତ୍ର ପର୍ବ ଆମ ସମସ୍ତଙ୍କ ମନରେ ପ୍ରେମ, ସଦ୍ଭାବ ଓ ମାନବତାର ଦୀପ ପ୍ରଜ୍ୱଳିତ କରୁ। ସୁନାବେଶର ପାବନ ଅବସରରେ ଆପଣ ଓ ଆପଣଙ୍କ ପରିବାରକୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଜୟ ଜଗନ୍ନାଥ।
ସୁନାବେଶ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ : ଅତିଶ କୁମାର ରାଉତ













Leave a Reply