ଭୁବନେଶ୍ବର,୧୪/୯ : ପବିତ୍ର ଗଣେଶ ପୂଜା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସେ କହିଛନ୍ତି, ବକ୍ରତୁଣ୍ଡ ମହାକାୟ ସୂର୍ୟକୋଟି ସମପ୍ରଭଃ, ନିର୍ବିଘ୍ନେ କୁରୁମେଦେବ ସର୍ବକାର୍ଯ୍ୟେସୁ ସର୍ବଦା। ପବିତ୍ର ଗଣେଶ ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ବିଘ୍ନବିନାଶକ ମହାବିନାୟକଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନରୁ ବିଘ୍ନ ଦୂର ହୋଇ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତାରେ ପରିପୂର୍ଣ୍ଣ ହେଉ ବୋଲି ପ୍ରାର୍ଥନା କରୁଛି।
ବିଘ୍ନବିନାଶକ ମହାବିନାୟକଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନରୁ ବିଘ୍ନ ଦୂର ହେଉ : ବର୍ଷା ପ୍ରିୟଦର୍ଶିନୀ













Leave a Reply