ପ୍ରଭୁଙ୍କ ଦିବ୍ୟ ଆଶୀର୍ବାଦରେ ଆମ ସମସ୍ତଙ୍କ ଜୀବନ ସୁଖ ଓ ସଫଳତାରେ ଭରିଯାଉ : ସୁମିତ୍ରା ପଣ୍ଡା

ଭୁବନେଶ୍ବର,୧୪/୯ : ପବିତ୍ର ଗଣେଶ ପୂଜା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ସମାଜସେବୀ ସୁମିତ୍ରା ପଣ୍ଡା । ସେ କହିଛନ୍ତି, ବିଘ୍ନହର୍ତ୍ତା ପ୍ରଭୁ ଶ୍ରୀଗଣେଶଙ୍କ ପବିତ୍ର ଆରାଧନାର ଦିନରେ ସମସ୍ତ ରାଜ୍ୟବାସୀ ଓ ଦେଶବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା। ପ୍ରଭୁଙ୍କ ଦିବ୍ୟ ଆଶୀର୍ବାଦରେ ଆମ ସମସ୍ତଙ୍କ ଜୀବନ ସୁଖ ଓ ସଫଳତାରେ ଭରିଯାଉ। ସମାଜରେ ଭାଇଚାରା, ଏକତା, ଶାନ୍ତି ଓ ସଦ୍‌ଭାବ ଆହୁରି ସୁଦୃଢ଼ ହେଉ। ନୂତନ ଆଶା ଓ ଉତ୍ସାହ ସହ ଆମେ ସମସ୍ତେ ଆଗକୁ ବଢ଼ିବା। ଜୟ ଶ୍ରୀଗଣେଶ।

Leave a Reply

Your email address will not be published. Required fields are marked *