ଭୁବନେଶ୍ବର,୧୪/୯ : ପବିତ୍ର ଗଣେଶ ପୂଜା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ନେତା ତଥା ସମାଜସେବୀ ସତ୍ୟ ସାରଥୀ ମହାନ୍ତି । ସେ କହିଛନ୍ତି, ପବିତ୍ର ଗଣେଶ ପୂଜା ଅବସରରେ ସମସ୍ତଙ୍କୁ ଅନେକ ଶୁଭେଚ୍ଛା। ପ୍ରଭୁଙ୍କ କୃପାରୁ ପ୍ରତ୍ୟେକ ଘରେ ହସ, ଖୁସି ଓ ସମୃଦ୍ଧିର ମାହୋଲ ରହୁ। ଜୀବନର ସମସ୍ତ ବାଧା ଦୂର ହୋଇ ସଫଳତାର ନୂଆ ପଥ ଉନ୍ମୁକ୍ତ ହେଉ। ପ୍ରଭୁ ଶ୍ରୀଗଣେଶ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଜୟ ଶ୍ରୀଗଣେଶ ।
ପବିତ୍ର ଗଣେଶ ପୂଜା ଅବସରରେ ସମସ୍ତଙ୍କୁ ଅନେକ ଶୁଭେଚ୍ଛା : ସତ୍ୟ ସାରଥୀ ମହାନ୍ତି













Leave a Reply