ଭୁବନେଶ୍ବର,୧୪/୯ : ପବିତ୍ର ଗଣେଶ ପୂଜା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ । ସେ କହିଛନ୍ତି, ବିଘ୍ନହର୍ତ୍ତା ପ୍ରଭୁ ଶ୍ରୀଗଣେଶଙ୍କ ପବିତ୍ର ଆରାଧନାର ଦିନରେ ସମସ୍ତ ରାଜ୍ୟବାସୀ ଓ ଦେଶବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା। ପ୍ରଭୁଙ୍କ ଦିବ୍ୟ ଆଶୀର୍ବାଦରେ ଆମ ସମସ୍ତଙ୍କ ଜୀବନ ସୁଖ ଓ ସଫଳତାରେ ଭରିଯାଉ। ସମାଜରେ ଭାଇଚାରା, ଏକତା, ଶାନ୍ତି ଓ ସଦ୍ଭାବ ଆହୁରି ସୁଦୃଢ଼ ହେଉ। ନୂତନ ଆଶା ଓ ଉତ୍ସାହ ସହ ଆମେ ସମସ୍ତେ ଆଗକୁ ବଢ଼ିବା। ଜୟ ଶ୍ରୀଗଣେଶ।
ସମସ୍ତ ରାଜ୍ୟବାସୀ ଓ ଦେଶବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା : ଶର୍ମିଷ୍ଠା ସେଠୀ













Leave a Reply