ଭୁବନେଶ୍ବର,୧୪/୯ : ପବିତ୍ର ଗଣେଶ ପୂଜା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ସମାଜସେବୀ ମୀରା ପରିଡ଼ା । ସେ କହିଛନ୍ତି, ଗଣେଶ ପୂଜାର ଏହି ପବିତ୍ର ଅବସର ସମସ୍ତଙ୍କ ଜୀବନରେ ନୂଆ ଆଶା ଓ ଆନନ୍ଦ ନେଇଆସୁ। ପ୍ରଭୁ ଶ୍ରୀଗଣେଶଙ୍କ କୃପାରୁ ସମସ୍ତ ଦୁଃଖ ଦୂର ହୋଇ ଜୀବନ ସୁଖମୟ ହେଉ। ପ୍ରତ୍ୟେକ ପରିବାରରେ ହସ, ଖୁସି ଓ ସମୃଦ୍ଧିର ମାହୋଲ ରହୁ। ରାଜ୍ୟ ଓ ଦେଶର ପ୍ରଗତି ପାଇଁ ପ୍ରଭୁଙ୍କ ଆଶୀର୍ବାଦ ସଦା ରହୁ।
ରାଜ୍ୟ ଓ ଦେଶର ପ୍ରଗତି ପାଇଁ ପ୍ରଭୁଙ୍କ ଆଶୀର୍ବାଦ ସଦା ରହୁ : ମୀରା ପରିଡ଼ା













Leave a Reply