ଭୁବନେଶ୍ବର,୧୪/୯ : ପବିତ୍ର ଗଣେଶ ପୂଜା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ଅଭିନେତ୍ରୀ ସ୍ବର୍ଣ୍ଣଲତା ବିଶ୍ବାଳ(ଚୁନି) । ସେ କହିଛନ୍ତି , ପବିତ୍ର ଗଣେଶ ପୂଜା ଅବସରରେ ସମସ୍ତ ରାଜ୍ୟବାସୀ ଓ ଦେଶବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନରୁ ବାଧାବିଘ୍ନ ଦୂର ହେଉ। ପ୍ରତ୍ୟେକ ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବିରାଜ କରୁ। ପ୍ରଭୁ ଶ୍ରୀଗଣେଶ ସମସ୍ତଙ୍କୁ ଜ୍ଞାନ, ବୁଦ୍ଧି ଓ ସଫଳତା ପ୍ରଦାନ କରନ୍ତୁ।
ପ୍ରତ୍ୟେକ ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବିରାଜ କରୁ : ସ୍ବର୍ଣ୍ଣଲତା ବିଶ୍ବାଳ , ଅଭିନେତ୍ରୀ













Leave a Reply