ଭୁବନେଶ୍ବର,୧୪/୯ : ପବିତ୍ର ଗଣେଶ ପୂଜା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ଓଲିଉଡ଼ ଅଭିନେତ୍ରୀ ଦେବଜାନୀ । ସେ କହିଛନ୍ତି , ପବିତ୍ର ଗଣେଶ ପୂଜା ଅବସରରେ ଓଡ଼ିଶା ସମେତ ସମଗ୍ର ଦେଶବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା । ବିଘ୍ନବିନାଶକ ପ୍ରଭୁ ଶ୍ରୀଗଣେଶଙ୍କ କୃପାରୁ ଆମ ସମସ୍ତଙ୍କ ଜୀବନରୁ ସମସ୍ତ ବାଧାବିଘ୍ନ ଦୂର ହେଉ। ଜ୍ଞାନ, ବୁଦ୍ଧି, ବିବେକ ଓ ସଫଳତାରେ ପ୍ରତ୍ୟେକ ଜୀବନ ପରିପୂର୍ଣ୍ଣ ହେଉ। ପ୍ରତ୍ୟେକ ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ବିରାଜମାନ କରୁ। ପ୍ରଭୁ ଶ୍ରୀଗଣେଶ ସମସ୍ତଙ୍କର ମଙ୍ଗଳ କରନ୍ତୁ।
ପବିତ୍ର ଗଣେଶ ପୂଜା ଅବସରରେ ଓଡ଼ିଶା ସମେତ ସମଗ୍ର ଦେଶବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା : ଦେବଜାନୀ













Leave a Reply