ଭୁବନେଶ୍ବର,୧୪/୯ : ପବିତ୍ର ଗଣେଶ ପୂଜା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ସଭାନେତ୍ରୀ ଦେବସ୍ମିତା ମହାନ୍ତି । ସେ କହିଛନ୍ତି, ପବିତ୍ର ଗଣେଶ ପୂଜା ଅବସରରେ ଓଡ଼ିଶାବାସୀ ତଥା ସମଗ୍ର ଦେଶବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ପ୍ରଭୁ ଶ୍ରୀଗଣେଶଙ୍କ ଆଶୀର୍ବାଦରେ ସମସ୍ତ ବିଘ୍ନ ଦୂର ହୋଇ ଜୀବନ ସୁଖମୟ ହେଉ। ସମସ୍ତଙ୍କ ପରିବାରରେ ଶାନ୍ତି, ସମୃଦ୍ଧି ଓ ଆନନ୍ଦ ଭରିଯାଉ। ପ୍ରଭୁ ଗଣେଶ ସମସ୍ତଙ୍କୁ ଜ୍ଞାନ, ବୁଦ୍ଧି ଓ ସଫଳତା ପ୍ରଦାନ କରନ୍ତୁ।
ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରେ ସମସ୍ତ ବିଘ୍ନ ଦୂର ହୋଇ ଜୀବନ ସୁଖମୟ ହେଉ : ଦେବସ୍ମିତା ମହାନ୍ତି













Leave a Reply