ଆଧ୍ୟାତ୍ମିକ ଦର୍ଶନୀୟ ସ୍ଥାନ ଘଟଗାଁ ତାରିଣୀ ମନ୍ଦିର

ଆଧ୍ୟାତ୍ମିକ ଦର୍ଶନୀୟ ସ୍ଥାନ ଘଟଗାଁ ତାରିଣୀ ମନ୍ଦିର

Tag : odisha famous tourist places Ghatagan Tarini Temple Odisha ଚାଲନ୍ତୁ ବୁଲି ଯିବା ଓଡ଼ିଶାର ପ୍ରସିଦ୍ଧ ଅଧ୍ୟାତ୍ମିକ ସ୍ଥଳୀ କେନ୍ଦୁଝରର ଘଟଗାଁ ସ୍ଥିତ ମା ତାରିଣୀ ମନ୍ଦିର ତାରିଣୀ ମନ୍ଦିର ଓଡ଼ିଶାର କେନ୍ଦୁଝର ଜିଲ୍ଲା ଘଟଗାଁରେ ଥିବା ଏକ ଠାକୁରାଣୀ ମନ୍ଦିର । ଏଠାକାର ଅଧିଷ୍ଠାତ୍ରୀ ଦେବୀ ତାରିଣୀ । କୁହାଯାଏ ସେ ପ୍ରଥମେ ବନବାଈ କନ୍ଧଙ୍କ ଦ୍ଵାରା ପୂଜା ପାଇ ଆସୁଥିଲେ। ପ୍ରକୃତରେ ମାଆ ଦୁର୍ଗା ଦଶଭୁଜା ଏବଂ ମାଆ ତାରିଣୀ ଚତୁର୍ଭୁଜା। ମାଆ ତାରିଣୀଙ୍କର ଚାରି ହାତରୁ ବାମପାଖ ଉପର ହସ୍ତରେ ସେ ଚକ୍ର ଧାରଣ କରିଛନ୍ତି। ବାମ ପାଖ ତଳ ହସ୍ତରେ ତ୍ରିଶୁଳ ରହିଥାଏ। ସେହିପରି ଦକ୍ଷିଣ…

ଅଧିକ ଜାଣନ୍ତୁ