ମୁକେଶ ଅମ୍ବାନୀଙ୍କ ପ୍ରଯୋଜନା ସଂସ୍ଥା ନିବେଶ କରିବ ୧୦୦୦ କୋଟି ଆଗାମୀ ମହାଭାରତ ଚଳଚ୍ଚିତ୍ରରେ

ମୁକେଶ ଅମ୍ବାନୀଙ୍କ ପ୍ରଯୋଜନା ସଂସ୍ଥା ନିବେଶ କରିବ ୧୦୦୦ କୋଟି ଆଗାମୀ ମହାଭାରତ ଚଳଚ୍ଚିତ୍ରରେ

ମୁମ୍ବାଇ : ଶିଳ୍ପପତି ମୁକେଶ ଅମ୍ବାନୀଙ୍କର ଚଳଚ୍ଚିତ୍ର ପ୍ରତି ଏବେ ବେଶ ଆଗ୍ରହ ବଢ଼ି ଯାଇଛି। ଅତି ଶୀଘ୍ର ମୁକେଶ ଅମ୍ବାନୀ ଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିସ ଲିମିଟେଡ଼ ଦ୍ୱାରା ପ୍ରଯୋଜିତ ‘ମହାଭାରତ’ ଚଳଚ୍ଚିତ୍ରର କାମ ଆରମ୍ଭ ହେବ। ଅମୀର ଖାନ୍ ଏହି ଚଳଚ୍ଚିତ୍ରର ସମସ୍ତ ଦାୟିତ୍ବ ନେଇଥିବାର ଜଣାପଡ଼ିଛି। ‘ଠଗ୍ସ ଅଫ୍ ହିନ୍ଦୁସ୍ଥାନ’ର ସୁଟିଂ ପରେ ହିଁ ଅମୀର ମହାଭାରତ କାମ ଆରମ୍ଭ କରିବେ ବୋଲି ପ୍ରକାଶ। ୫ଟି ଭାଗରେ ନିର୍ମିତ ହେବାକୁ ଥିବା ମହାଭାରତରେ ଅମୀର ‘କୃଷ୍ଣ’ ଭୂମିକାରେ ଦେଖାଦେଇପାରନ୍ତି। ତେବେ ଏଯାଏଁ ଚଳଚିତ୍ର ର ଷ୍ଟାର କାଷ୍ଟ ଚୁଡାନ୍ତ ହୋଇ ନାହିଁ। ପ୍ରାୟ ୩ଜଣ ନିର୍ଦେଶକଙ୍କ ନିର୍ଦେଶନାରେ ଏହି ଚଳଚ୍ଚିତ୍ରର କାମ ଆରମ୍ଭ…

ଅଧିକ ଜାଣନ୍ତୁ