ରାଷ୍ଟ୍ରପତି ଦେଖିବେ ‘ହିଚ୍‌କି’ ଚଳଚିତ୍ର

ରାଷ୍ଟ୍ରପତି ଦେଖିବେ ‘ହିଚ୍‌କି’ ଚଳଚିତ୍ର

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ହିନ୍ଦୀ ଫିଲ୍ମ ‘ହିଚ୍‌କି’ ଦେଖିବେ। ରାଷ୍ଟ୍ରପତି ଭବନରେ ଏହାର ସ୍ବତନ୍ତ୍ର ସ୍କ୍ରିନିଂ କରାଯିବ। ରାଣୀ ମୁଖାର୍ଜୀ ଅଭିନୀତ ଏହି ଫିଲ୍ମ ମାଧ୍ୟମରେ ସମାଜକୁ ଏକ ସଚେତନତା ବାର୍ତ୍ତା ଦିଆଯାଇଛି। କଥା କହିବା ସମୟରେ ଅସୁବିଧାରେ ପଡୁଥିବା ଜଣେ ଶିକ୍ଷୟତ୍ରୀ କିଭଳି ତାଙ୍କ ଜୀବନରେ ସଫଳତା ଳାଭ କରୁଛନ୍ତି ତାହା ଏହି ଫିଲ୍ମରେ ମାର୍ମିକ ଭାବେ ଉପସ୍ଥାପିତ କରାଯାଇଛି। ଏହାର ନିର୍ଦ୍ଦେଶନା ସିଦ୍ଧାର୍ଥ ପି. ମାଲହୋତ୍ରା ଦେଇଥିବାବେଳେ ଫିଲ୍ମଟି ମାର୍ଚ୍ଚ ୨୩ରେ ରିଲିଜ୍‌ ହୋଇଥିଲା। ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହେଉଛି। ଏହି ଚଳଚିତ୍ର ଜରିଆରେ ରାଣୀ ମୁଖାର୍ଜୀ ବଲିଉଡରେ ନିଜର ସେକେଣ୍ଡ ଇନିଙ୍ଗସ…

ଅଧିକ ଜାଣନ୍ତୁ

ଓଡିଶା ଆସି ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ

ଓଡିଶା ଆସି ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ

ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଏକ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଆସି ସକାଳ ୧୦. ୪୫ ମିନିଟ୍‌ରେ ଭୁବନେଶ୍ୱର ବମାନ ବନ୍ଦରରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଗାର୍ଡ ଅଫ୍‌ ଅନ୍‌ର ପ୍ରଦାନ କରାଯିବ। ପରେ ସେ ୧୧ଟାରେ ସଡକ ପଥରେ କଟକ ଅଭିମୁଖେ ଯାତ୍ରା କରିବେ। କଟକରେ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ ପରେ ତୁଳସୀପୁର ଠାରେ ଥିବା ଆନନ୍ଦ ଭବନକୁ ଯିବେ। ସେଠାରେ ଆନନ୍ଦ ଭବନ ମ୍ୟୁଜିୟମ ଆଣ୍ଡ ଲର୍ନିଂ ସେଣ୍ଟରକୁ ଉଦ୍‌ଘାଟନ କରିବେ। ସେଠାରୁ ଯାଇ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଉସତ୍ବରେ ଯୋଗଦେବେ। ଅପରାହ୍ନ ୪.୩୫ରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ସର୍କିଟ ହାଉସ୍‌ ଅଭିମୁଖେ ଯାତ୍ରା…

ଅଧିକ ଜାଣନ୍ତୁ