ଏପ୍ରିଲ ୧ରୁ ଦେଶରେ ଲାଗୁ ହେଉଛି ଇ-ୱେ ବିଲ୍‌

ଏପ୍ରିଲ ୧ରୁ  ଦେଶରେ ଲାଗୁ ହେଉଛି ଇ-ୱେ ବିଲ୍‌

ନୂଆଦିଲ୍ଲୀ: ଆସନ୍ତା ରବିବାର ଅର୍ଥାତ ଏପ୍ରିଲ ୧ରୁ ସାରା ଦେଶରେ ଇ-ୱେ ବିଲ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏହା ଦ୍ୱାରା ଟିକସ ଆଦାୟ କ୍ଷେତ୍ରରେ ସ୍ୱଚ୍ଛତା ଆସିବ ଏବଂ ସରକାରଙ୍କ ଟିକସ ରାଜସ୍ୱ ବଢିବ। ଏନେଇ ଘୋଷଣା ହୋଇଥିଲେ ମଧ୍ୟ ବୈଷୟିକ ତ୍ରୁଟି ଯୋଗୁଁ ଏଥିରେ ବିଳମ୍ଭ ଘଟିଥିଲା, ଏବେ ଏହା ଏପ୍ରିଲ ପହିଲାରୁ ଲାଗୁ ହେବା ନେଇ ସ୍ଥିର ହୋଇଛି। ସୂଚନାଯୋଗ୍ୟ ଯେ ଜିଏସଟି ଆଇନ ଅନୁସାରେ ସଡ଼କ ପଥରେ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ମାଲ୍‌ ପରିବହନ କଲେ ଇଲେକଟ୍ରୋନିକ୍‌ ୱେ ବିଲ୍‌ ବା ଇ-ୱେ ବିଲ୍‌ ଆବଶ୍ୟକ ହୋଇଥାଏ । ତେବେ ଯଦି ମାଲ୍‌ ପରିବହନ ୧୦ କିଲୋମିଟରରୁ…

ଅଧିକ ଜାଣନ୍ତୁ

ସାରା ବିଶ୍ୱ ପାଳୁଛି ଆର୍ଥ ଆୱାର : ଶକ୍ତି ସଂରକ୍ଷଣ ପାଇଁ ଆହ୍ୱାନ

ସାରା ବିଶ୍ୱ ପାଳୁଛି ଆର୍ଥ ଆୱାର : ଶକ୍ତି ସଂରକ୍ଷଣ ପାଇଁ ଆହ୍ୱାନ

ନୂଆଦିଲ୍ଲୀ :  ଆଜି ମାର୍ଚ୍ଚ ୨୪ ତାରିିଖ ସାରା ବିଶ୍ବରେ ପାଳନ ହେଉଛି ଆର୍ଥ ଆୱାର । ଆର୍ଥ ଆୱାର ପାଇଁ ଆଜି ରାତିରେ ୧ ଘଣ୍ଟା ବିଦ୍ୟୁତ ଚଳାଚଳ ବନ୍ଦ ରଖିବା ପାଇଁ ସମଗ୍ର ବିଶ୍ୱରେ ଆହ୍ବାନ ଦିଆଯାଇଛି । ଅନାବଶ୍ୟକୀୟ ବିଦ୍ୟୁତ୍ ଅପଚୟକୁ ରୋକା ଯିବା ପାଇଁ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୪ ତାରିଖ ଦିନଟିକୁ ଏହିପରି ଭାବେ ପାଳନ କରାଯାଉଛି। ସନ୍ଧ୍ୟା ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ୟ୍ୟନ୍ତ ଘରେ ବା କାର୍ୟ୍ୟାଳୟରେ ଅତି ଜରୁରୀ ନଥିବା ବିଜୁଳି ବତି ଓ ବୈଦ୍ୟୁତିକ ସରଞ୍ଜାମ ବନ୍ଦ ରଖିବା ପାଇଁ ବିଶ୍ୱବ୍ୟାପୀ ଅଭିଯାନ ଚାଲିଛି । ୨୦୦୮ରୁ ଆର୍ଥ ଆୱାର ବିଶ୍ବ ସ୍ତରରେ ପାଳନ…

ଅଧିକ ଜାଣନ୍ତୁ

ମାର୍ଚ୍ଚ ୨୨ ତାରିଖ ବିଶ୍ୱ ଜଳ ଦିବସ : ବାଙ୍ଗାଲୋର ହୋଇପାରେ ଜଳଶୁନ୍ୟ

ମାର୍ଚ୍ଚ ୨୨ ତାରିଖ ବିଶ୍ୱ ଜଳ ଦିବସ : ବାଙ୍ଗାଲୋର ହୋଇପାରେ ଜଳଶୁନ୍ୟ

ନୂଆଦିଲ୍ଲୀ : ଜଳ କୁ ଜୀବନ ସହ ତୁଳନା କରାଯାଇଛି ଏବଂ କଥାରେ ଅଛି ଜଳ ବିହୁନେ ସୃଷ୍ଟି ନାଶ । ମାର୍ଚ୍ଚ ୨୨ ତାରିଖକୁ ବିଶ୍ୱ ଜଳ ଦିବସ ବା ଓ୍ବାର୍ଲଡ ଓ୍ବାଟର ଡେ ଭାବେ ପାଳନ କରାଯାଉଛି। ହେଲେ ସାରା ବିଶ୍ୱରେ ଏବେ ଦେଖା ଦେଇଥିବା ଜଳ ସଙ୍କଟ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ଏକ ସର୍ଭେ ରିପୋର୍ଟ ଅନୁଯାୟୀ ବିଶ୍ୱର ପାଖାପାଖି ୨ଶହ ସହର ଗମ୍ଭୀର ଜଳ ସଙ୍କଟର ସାମ୍ନା କରିବ ବୋଲି ଜଣାପଡିଛି। ବାଙ୍ଗାଲୋର ଏହି ‘ଜିରୋ ଡେ’ ଅଭିମୁଖେ ଯାତ୍ରା କରୁଥିବା ରିପୋର୍ଟରେ ପ୍ରକାଶ ପାଇଛି। ଗ୍ରୀନ ଥିଙ୍କ ଟାଙ୍କ ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାରନୋମେଣ୍ଟ(ସିଏସ୍‌ଇ) ଦ୍ୱାରା…

ଅଧିକ ଜାଣନ୍ତୁ

ମାର୍ଚ୍ଚ ୨୦ ତାରିଖ ବିଶ୍ୱ ପଖାଳ ଦିବସ

ମାର୍ଚ୍ଚ ୨୦ ତାରିଖ ବିଶ୍ୱ ପଖାଳ ଦିବସ

ଭୁବନେଶ୍ୱର: ମାର୍ଚ୍ଚ ୨୦ ତାରିଖରେ ଆଜିର ଦିନକୁ ଆମେ ସମସ୍ତେ ପଖାଳ ଦିବସ ଭାବେ ପାଳନ କରି ଆସୁଛୁ। ପଖାଳ ଏକ ସାଧାରଣ ଖାଦ୍ୟ ହୋଇପାରେ ଓଡ଼ିଶାର ଘରେ ଘରେ କିନ୍ତୁ ଦାମିକିଆ ହୋଟେଲ୍ରେ ଏହା ବିକ୍ରି ହୁଏ ବହୁ ପଇସାରେ। ସାଧାରଣତଃ ଖରାଦିନେ ହିଁ ଓଡ଼ିଶାର ପ୍ରତ୍ୟେକ ଘରେ ପଖାଳର ଆସର ଦେଖିବାକୁ ମିଳିଥାଏ। ପଖାଳ ସାଙ୍ଗକୁ ବଡିଚୁରା କି ଭଜା ଟିକିଏ ହେଲେ ପୂରା ପେଟ ଶାନ୍ତି ହୋଇଯାଇଥାଏ। ଗରିବଙ୍କ ଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ କିଏ ବା ପଖାଳକୁ ଭଲ ନ ପାଏ। ଉଦୁଉଦିଆ ଖରାବେଳରେ କଂସାଏ ପଖାଳ ଖାଇଦେଲେ କଥା ସରିଲା। ସତେକି ଖରାଦିନର ଅମୃତ ଏହି ପଖାଳ।…

ଅଧିକ ଜାଣନ୍ତୁ

ରାଷ୍ଟ୍ରୀୟ ନବବର୍ଷର ଅବସରରେ ଅଭିନନ୍ଦନ

ରାଷ୍ଟ୍ରୀୟ ନବବର୍ଷର ଅବସରରେ ଅଭିନନ୍ଦନ

ଭୁବନେଶ୍ୱର : ସାଧାରଣତଃ ଆମେ ନବ ବର୍ଷ ମାନେ ଇଂରାଜୀ କ୍ୟାଲେଣ୍ଡର ଜାନୁୟାରୀ ୧ ତାରିଖକୁ ବୁଝି ନେଉ।ଏକ ପ୍ରକାର ସାରା ବିଶ୍ୱ ଏହି ଦିନଟିକୁ ହିଁ ନବବର୍ଷ ରୂପେ ପାଳନ କରିଥାଏ।କିନ୍ତୁ ଚୀନ ପରି ଦେଶ ଅଛନ୍ତି ଯେଉଁମାନେ ସେମାନଙ୍କର କ୍ୟାଲେଣ୍ଡର ତିଥି ଅନୁଯାୟୀ ନବବର୍ଷ ଖୁବ୍ ଧୁମଧାମରେ ପାଳନ କରି ଥାଆନ୍ତି।ସେହିଭଳି ଭାବରେ ଭାରତୀୟ ତଥି ଅନୁଯାୟୀ ଦେଖିବାକୁ ଗଲେ ଚୈତ୍ର ଶୁକ୍ଳ ପ୍ରତିପଦା,୨୦୧୮ ଇଂରାଜୀ କ୍ୟାଲେଣ୍ଡର ମାର୍ଚ୍ଚ ୧୮ରେ ପଡ଼ୁଛି ନବବର୍ଷ।ଯୁଗାବ୍ଧ ୫୧୨୦ ଏବଂ ବିକ୍ରମ ସମ୍ବତ ୨୦୭୫। ଇଂରାଜୀ ନବ ବର୍ଷର ଆରମ୍ଭ: ପାଶ୍ଚାତ୍ୟ କାଳଗଣନାର ବର୍ଷର ମୂଳ ରୋମାନ ବର୍ଷ ଅଟେ, ଯାହା ଇଶା ପୂର୍ବ ୭୫୩ରେ ରୋମ ନଗରର ସୂଚନାଠାରୁ…

ଅଧିକ ଜାଣନ୍ତୁ
1 2