advertisement

ଭାରତୀୟ ଡାକ ବିଭାଗରେ ଡ୍ରାଇଭର ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ : ଷ୍ଟାଫ୍ କାର୍ ଡ୍ରାଇଭର ପଦବୀ ଲାଗି ଭାରତୀୟ ଡାକ ବିଭାଗ ଦରଖାସ୍ତ ଆହ୍ୱାନ କରୁଛି। ଆଶାୟୀ ପ୍ରାର୍ଥୀ ମେ ୧୨ ସୁଦ୍ଧା ଆବେଦନ କରିପାରିବେ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୭ ମଧ୍ୟରେ ହୋଇଥିବ। ଏସି ଓ ଏସଟି ଆବେଦନକାରୀଙ୍କ ପାଇଁ ବୟସ ସୀମା ୫ ବର୍ଷ କୋହଳ କରାଯାଇଥିବା ବେଳେ ଓବିସି ଆବେଦନକାରୀଙ୍କ ପାଇଁ ୩ବର୍ଷ କୋହଳ ରହିଛି।

ଦରମା : ମାସିକ ୧୯, ୯୦୦ ଟଙ୍କା।

ନିଯୁକ୍ତି ସ୍ଥାନ : ନାଗପୁର

ଶିକ୍ଷାଗତ ଯୋଗ୍ୟତା : ମାନ୍ୟତା ପ୍ରାପ୍ତ କରିଥିବା ବୋର୍ଡରୁ ଦଶମ ଶ୍ରେଣୀ ପାସ୍ କରିଥିବା ଦରକାର

ଜରୁରୀ ସୂଚନା : ବୈଧ (ଭାଲିଡ୍) ଡ୍ରାଇଭିଂ ଲାଇସେନ୍ସ ଓ ତିନିବର୍ଷର ଦକ୍ଷତା ସହ ମୋଟର ମେକାନିଜିମ୍ ଉପରେ ଧାରଣା ଥିବା ଆବଶ୍ୟକ।

ଅଧିକ ତଥ୍ୟ ପାଇଁ ଏହି ଲିଙ୍କକୁ ଉପରେ କ୍ଲିକ୍ କରନ୍ତୁ https://www.indiapost.gov.in/VAS/Pages/Recruitment/MMSNagpurDriverRcct090318.pdf

Leave a Comment