ରାଜ୍ୟ ସରକାର କରିବେ ରାଜ୍ୟର ପ୍ରମୁଖ ହୋର୍ଡିଂ ଗୁଡିକୁ ବୁକିଂ

ରାଜ୍ୟ ସରକାର କରିବେ ରାଜ୍ୟର ପ୍ରମୁଖ ହୋର୍ଡିଂ ଗୁଡିକୁ ବୁକିଂ

ଭୁବନେଶ୍ୱର : ସାଧାରଣ ନିର୍ବ।ଚନ ନିକଟତର ହୋଇ ଆସୁଥିବାବେଳେ ଲୋକାଭିମୁଖୀ କାର୍ଯ୍ୟକ୍ରମ ଗୁଡ଼ିକ ର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ସରକାରୀ ଯୋଜନା ପ୍ରଚାର ପାଇ ଜିଲ୍ଲାର ପ୍ରମୁଖ ସ୍ଥାନରେ ହୋର୍ଡିଂ ଲଗାଯିବ । ଏ ନେଇ ଜିଲ୍ଲାପାଳମାନଙ୍କୁ ହୋର୍ଡି ମାରିବା ସ୍ଥାନ ନିରୂପଣ କରିବାକୁ କୁହାଯାଇଛି । ଯାହାକୁ ନେଇ ବିରୋଧି ଦଳ ଗୁଡ଼ିକ ବିଜେଡିକୁ ସମାଲୋଚନା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ପ୍ରଚାର ପାଇଁ ଜିଲ୍ଲାର ପ୍ରମୁଖ ସ୍ଥାନ ଚିହ୍ନଟ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ସେଥିପାଇଁ ହୋର୍ଡିଂ ଆଗୁଆ ବୁକ କରି ରଖିବାକୁ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ…

ଅଧିକ ଜାଣନ୍ତୁ

ବିଜେଡ଼ି ଦଳରୁ ଇସ୍ତଫା ଦେଲେ ବୈଜୟନ୍ତ ପଣ୍ଡା

ବିଜେଡ଼ି ଦଳରୁ ଇସ୍ତଫା ଦେଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ବିଜେଡି ଦଳରୁ ନିଲମ୍ବିତ ହୋଇଥିବା ଏମ୍‌ପି ବୈଜୟନ୍ତ ପଣ୍ଡା ଏବେ ଦଳରୁ ଇସ୍ତଫା ଦେଇଛନ୍ତି। ଏଠି ନେଇ ସେ ସୋମବାର ୩ ପୃଷ୍ଠା ବିଶିଷ୍ଟ ଏକ ଇସ୍ତଫାପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ବିଜେଡି ଦଳ ପକ୍ଷରୁ ତାଙ୍କ ପାଇଁ ଅନେକ କଟକଣା ଜାରି ଆଗରୁ ହୋଇ ସାରିଛି । ବୈଜୟନ୍ତ ଦଳରେ ରହି ଦଳବିରୋଧୀ କାମ କରୁଥିବା ଅଭିଯୋଗ ହୋଇଆସୁଥିଲା। ଏପରିକି ସେ ବିଜେପି ଦଳ ତରଫରୁ ଆଗାମୀ ନିର୍ବାଚନ ଲଢ଼ିବେ ବୋଲି ମଧ୍ୟ ଗଣମାଧ୍ୟମ ରେ ଚର୍ଚା ହୋଇ ସାରିଛି । ଏନେଇ ପ୍ରଥମେ ତାଙ୍କୁ ସଂସଦୀୟ ମୁଖପାତ୍ର ପଦରୁ ବିଦା କରାଯାଇଥିଲା। ପରେ ତାଙ୍କୁ…

ଅଧିକ ଜାଣନ୍ତୁ

ରେଣୁକା ଚୌଧୁରୀ କହିଲେ ସଂସଦରେ ବି ହେଉଛି କାଷ୍ଟିଂ କାଉଚ୍‌

ରେଣୁକା ଚୌଧୁରୀ କହିଲେ ସଂସଦରେ ବି ହେଉଛି କାଷ୍ଟିଂ କାଉଚ୍‌

କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ କହିଲେ ସଂସଦରେ ବି ହେଉଛି କାଷ୍ଟିଂ କାଉଚ୍‌ ନୁଆଦିଲ୍ଲୀ : ଫିଲ୍ମ ଜଗତରେ କାଷ୍ଟିଂ କାଉଚ୍‌ କିମ୍ବା ଯୌନ ଶୋଷଣ କିଛି ନୂଆ କଥା ନୁହେଁ। ଆମେମାନେ ଏ ସମ୍ପର୍କିତ ଅନେକ ଖବର ହଲିଉଡ଼ , ବଲିଉଡ଼ ତଥା ଓଲିଉଡ଼ରେ ମଧ୍ୟ ଆଗରୁ ଶୁଣିବାକୁ ପାଇଛୁ। ହେଲେ ଏହା ଏବେ ସବୁ କ୍ଷେତ୍ରରେ ଦେଖିବାକୁ ମିଳୁଛି, ଏପରି କି ପାର୍ଲାମେଣ୍ଟ ମଧ୍ୟ କାଷ୍ଟିଂ କାଉଚ୍‌ରୁ ମୁକ୍ତ ନୁହେଁ। ଏହା ଏକ ଅପ୍ରିୟ ସତ୍ୟ ବୋଲି ମଙ୍ଗଳବାର କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ କହିଛନ୍ତି। ରେଣୁକାଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ନେଇ ଏବେ ରାଜାନ୍ୟତିକ ମହଲରେ ଚଞ୍ଚକତା ଏବଂ ସାଧାରଣ ଲୋକଙ୍କ…

ଅଧିକ ଜାଣନ୍ତୁ

ନିରଞ୍ଜନ ପଟ୍ଟନାୟକ ହେଲେ ଓଡିଶା ପ୍ରଦେଶ କଂଗ୍ରେସର ସଭାପତି

ନିରଞ୍ଜନ ପଟ୍ଟନାୟକ ହେଲେ ଓଡିଶା ପ୍ରଦେଶ କଂଗ୍ରେସର ସଭାପତି

ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡିଶା ପିସିସି ସଭାପତି ପାଦରେ ବଦଳି ନେଇ ଅନେକ ଦିନର କଳ୍ପନା ଜଳ୍ପନାରେ ପୁର୍ଣ୍ଣଛେଦ ପଡ଼ିଛି। ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ଓଡିଶା କଂଗ୍ରସ ଶିବିର। ଓଡ଼ିଶା ପ୍ରଦେଶ କଂଗ୍ରେସ ର ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ନିଯୁକ୍ତ ହୋଇଛନ୍ତି। ତାଙ୍କୁ ନିଯୁକ୍ତିକୁ ନେଇ ଏଆଇସିସି ତରଫରୁ ବିଧିବଦ୍ଧ ଭାବେ ଭାବେ ଘୋଷଣା କରାଯାଇଛି । ସେହିପରି ନବ କିଶୋର ଦାଶ, ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀଙ୍କୁ ପିସିସିର କାର୍ଯ୍ୟକାରୀ ସଭାପତି ମଧ୍ୟ କରାଯାଇଅଛି। କଳାହାଣ୍ଡିର ନେତା ତଥା ପୂର୍ବତନ ଏମ୍‌ପି ଭକ୍ତଚରଣ ଦାସଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଗୁରୁବାର ନୂଆଦିଲ୍ଲୀରେ ପିସିସି ଅଧ୍ୟକ୍ଷ ରାହୁଲ…

ଅଧିକ ଜାଣନ୍ତୁ

ଖୁବ ଶୀଘ୍ର ବଦଳି ପାରନ୍ତି ଓଡ଼ିଶା ବିଜେପି ସଭାପତି

ଖୁବ ଶୀଘ୍ର ବଦଳି  ପାରନ୍ତି  ଓଡ଼ିଶା ବିଜେପି ସଭାପତି

ଭୁବନେଶ୍ୱର: ରାଜ୍ୟ ବିଜେପିରେ ଏକ ବଡ଼ ତଥା ଆମୂଳଚୂଳ ପରିବର୍ତ୍ତନ ହେବାକୁ ଯାଉଛି।ସଙ୍ଗଠନ ସମ୍ପାଦକ ପରିବର୍ତ୍ତନରୁ ଏହାର ଆରମ୍ଭ ହୋଇ ସାରିଛି।ଏବଂ ଏହା ପରେ ରାଜ୍ୟ ସଭାପତି ପରିବର୍ତ୍ତନ।ଏହାକୁ ନେଇ ସଂଘ ଏବଂ ବିଜେପି ମଧ୍ୟରେ ବିଚାର ବିମର୍ଷ ସରିଛି।କେନ୍ଦ୍ରୀୟ ସଙ୍ଗଠନ ସମ୍ପାଦକ,ପ୍ରଭାରୀ ଭୁବନେଶ୍ୱର ଆସି ରାଜ୍ୟ ସଂଘ ପଦାଧିକାରୀ ଏବଂ ବିଜେପିର କିଛି ନେତୃତ୍ୱଙ୍କ ସହ ରୁଦ୍ଧଦ୍ୱାର ବୈଠକ ସାରି ଫେରିଛନ୍ତି।କିନ୍ତୁ ପରିବର୍ତ୍ତନ ଘୋଷଣା ବିଳମ୍ବ ହେଉଛି। ଓଡ଼ିଶା ବିଜେପି ସଭାପତି ପରିବର୍ତ୍ତନ ତ’ ପ୍ରାୟ ନିଶ୍ଚିତ।ତେବେ ବିଳମ୍ବ କାହିଁକି ହେଉଛି ବୋଲି ପ୍ରଶ୍ନ ଉଠୁଛି।ରାଜ୍ୟ ବିଜେପି ଭିତରେ ଏନେଇ ଏକ ସନାଟା ଦେଖା ଯାଉଛି।ଅନେକ ଆଶା ଆଶଙ୍କାରେ ରହିଛନ୍ତି।ଅନେକ ତ’ ଏ କ’ଣ…

ଅଧିକ ଜାଣନ୍ତୁ
1 2 3