କିପରି ପାଇବେ ଓଡିଶା ମାଟ୍ରିକ ପରୀକ୍ଷା ଫଳ

କିପରି ପାଇବେ ଓଡିଶା ମାଟ୍ରିକ ପରୀକ୍ଷା  ଫଳ

ଓଡ଼ିଶା ମାଟ୍ରିକ ପରୀକ୍ଷା ଫଳ ୨୦୧୮ ଭୁବନେଶ୍ୱର: ଚଳିତ ବର୍ଷ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ଏହି ମେ ମାସ ପ୍ରଥମ ସପ୍ତାହରେ ପ୍ରକାଶିତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରୁ ସୂଚନା ମିଳିଛି । ପରୀକ୍ଷା ଫଳ ପ୍ରକାଶନ ହେବା ପରେ ଛାତ୍ର ଛାତ୍ରୀ ମାନେ ସିଧାସଳଖ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ ରୁ ନିଜ ରୋଲ ନମ୍ବର ଦେଇ ପାଇପାରିବେ । ବୋର୍ଡର ନିଜସ୍ୱ ୱେବସାଇଟ ହେଉଛି http://bseodisha.nic.in/ ଯେଉଁଥିରେ କି ଛାତ୍ରଛାତ୍ରୀ ତଥା ସେମାନଙ୍କ ଅଭିଭାବକ ମାନେ ସିଧାସଳଖ ପରୀକ୍ଷାଫଳ ପାଇପାରିବେ । ଆହୁରି ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ଅସୁବିଧା ନ ହେବା ପାଇଁ ଏହାକୁ ମଧ୍ୟ…

ଅଧିକ ଜାଣନ୍ତୁ

ବହୁ ଚର୍ଚ୍ଚିତ ବଲାଙ୍ଗୀର ପାର୍ସଲ ବୋମା ଘଟଣାରେ ପୁଞ୍ଜିଲାଲ ମେହେର ମୁଖ୍ୟ ଅଭିଯୁକ୍ତ

ବହୁ ଚର୍ଚ୍ଚିତ ବଲାଙ୍ଗୀର ପାର୍ସଲ ବୋମା ଘଟଣାରେ ପୁଞ୍ଜିଲାଲ ମେହେର ମୁଖ୍ୟ ଅଭିଯୁକ୍ତ

ପ୍ରେମ ଯୋଗୁଁ ନୁହେଁ ବରଂ ପୂର୍ବ ବିବାଦ ନେଇ ପାର୍ସଲ ବୋମା ର ଯୋଜନା ତିଆରି ହୋଇଥିଲା ବଲାଙ୍ଗୀର : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ତଥା ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ କ୍ରାଇମବ୍ରାଞ୍ଚ ଆଜି ପୂର୍ବାହ୍ନରେ ୬ଦିନିଆ ରିମାଣ୍ଡରେ ନେଇଛି। କଡ଼ା ସୁରକ୍ଷା ବଳୟ ଭିତରେ ପାଟଣାଗଡ଼ ଜେଲରୁ ବଲାଙ୍ଗୀର ସର୍କିଟ ହାଉସକୁ ଅଣାଯାଇଛି। ସେଠାରେ ତାଙ୍କୁ ପଚରାଉଚରା କରାଯାଉଛି। ତେବେ ଅପ୍ରେଲ ମାସ ଚବିଶ ତାରିଖରେ ପୁଞ୍ଜିଲାଲଙ୍କୁ ଗିରଫ କରାଯାଇଥିଲା ଓ ପଚିଶ ତାରିଖରେ କୋର୍ଟ ଚାଲାଣ କରାଯାଇଥିଲା। ଘଟଣାକ୍ରମେ ପ୍ରାୟ ୨ମାସ ପରେ ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପର୍ଦ୍ଦାଫାଶ ହୋଇଛି ବୋଲି…

ଅଧିକ ଜାଣନ୍ତୁ

ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ବଢ଼ିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ବର୍ଦ୍ଧିତ ଭତ୍ତା ପିଛିଲା ଭାବେ ଜାନୁଆରୀ ପହିଲାରୁ ଲାଗୁ ହେବ ବୋଲି ହେଲା ଘୋଷଣା ଭୁବନେଶ୍ୱର : ଓଡ଼ିଶା ର ସମସ୍ତ ରାଜ୍ୟ ସରକାରୀ କର୍ମଚାରୀ ତଥା ପେନସନ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମହଙ୍ଗା ଭତ୍ତା ୨ପ୍ରତିଶତ ବୃଦ୍ଧି ହେବାପରେ ଏହା ସର୍ବମୋଟ ୭ ପ୍ରତିଶତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ବର୍ଦ୍ଧିତ ଭତ୍ତା ପିଛିଲା ଭାବେ ଜାନୁଆରୀ ପହିଲାରୁ ଲାଗୁ ହେବ ବୋଲି ଘୋଷଣା…

ଅଧିକ ଜାଣନ୍ତୁ

ଆସନ୍ତାକାଲି ଠୁ ସ୍କୁଲ ବନ୍ଦ, ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଆସନ୍ତାକାଲି ଠୁ ସ୍କୁଲ ବନ୍ଦ, ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଆସନ୍ତାକାଲି ଅପ୍ରେଲ ମାସ ୨୫ ତାରିଖ ଠାରୁ ସ୍କୁଲ ବନ୍ଦ ଭୁବନେଶ୍ୱର – ସମାପ୍ତ ହେଲା ସବୁ କଳ୍ପନା ଜଳ୍ପନା, ଆସନ୍ତାକାଲି ଅର୍ଥାତ ଅପ୍ରେଲ ମାସ ୨୫ ତାରିଖ ଠାରୁ ଓଡ଼ିଶା ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ କିମ୍ବା ଶିକ୍ଷା ଅନୁଷ୍ଠାନ ବନ୍ଦ ରହିବ ବୋଲି ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜଣାଇ ଦିଆଯାଇଛି। ବୁଧବାରଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ସରକାର ସ୍କୁଲ ଛୁଟି ପାଇଁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ ଯେ , ଆସନ୍ତା ମେ’ ୪ରୁ…

ଅଧିକ ଜାଣନ୍ତୁ

ପେଟ୍ରୋଲ ଦର ବୃଦ୍ଧି ଯୋଗୁଁ ସାଧାରଣ ବର୍ଗର ଲୋକେ ପ୍ରଭାବିତ

ପେଟ୍ରୋଲ ଦର ବୃଦ୍ଧି ଯୋଗୁଁ ସାଧାରଣ ବର୍ଗର ଲୋକେ ପ୍ରଭାବିତ

ସାଧାରଣ ଲୋକଙ୍କୁ ଏବେ ପେଟ୍ରୋଲ ଡର ସେପଟେ ରାଜନ୍ୟତିକ ମହଲରେ ଦୋଷ ଲଦାଲଦି ଭୁବନେଶ୍ୱର : ପେଟ୍ରୋଲ ଏବଂ ଡିଜେଲ ଦର ସାଧାରଣ ବର୍ଗର ଲୋକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ପେଟ୍ରୋଲ ୭୪ ଟଙ୍କା ନିକଟତର ହୋଇଥିବାବେଳେ ଡିଜେଲ ଦର ୭୦ ଟଙ୍କା ଅତିକ୍ରମ କରିସାରିଲାଣି। ଏପରି ଦର ବୃଦ୍ଧି ଯୋଗୁଁ ବିଭିନ୍ନ ରାଜନ୍ୟତିକ ମହଲରେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ହେଲେ ଏଥିରେ ସରକାରୀ ଦଳର ନିଘା ନାହିଁ। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏବେ ଆଦାୟ କରୁଥିବା ଟ୍ୟାକ୍ସ ହାର ରୁ ଯଦି  କିଛି ପରିମାଣରେ କମାଇବେ ତେବେ ଡର ଅନେକ ମାତ୍ରାରେ ହ୍ରାସ ପାଇବ ବୋଲି ବୁଦ୍ଧିଜୀବି ମହଲରେ…

ଅଧିକ ଜାଣନ୍ତୁ
1 2 3 7