ପୁଅ ସହ ଭାବପୁର୍ଣ୍ଣ ବାର୍ତ୍ତା ଲେଖି ଫଟୋ ଶେୟାର କଲେ ସୋନାଲି

ପୁଅ ସହ ଭାବପୁର୍ଣ୍ଣ ବାର୍ତ୍ତା ଲେଖି ଫଟୋ ଶେୟାର କଲେ ସୋନାଲି

ଲଣ୍ଡନ: ସୋନାଲି ବେନ୍ଦ୍ରେ ନିଜ ପୁଅ ସହ ଭାବପୁର୍ଣ୍ଣ ବାର୍ତ୍ତା ଲେଖି ଫଟୋ ଶେୟାର କଲେ । ବଲିଉଡର ଏହି ନାୟିକା ଏବେ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡିତ ହୋଇ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ପ୍ରିୟପରିଜନ ତଥା ପ୍ରଶଂସକମାନେ ସେ ଖୁବ୍ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି ପ୍ରାର୍ଥନା କରୁଛନ୍ତି । ଇତି ମଧ୍ୟରେ ସେ ତାଙ୍କ ୧୨ ବର୍ଷର ପୁଅ ସହ ଏକ ଫଟୋ ଶେୟାର କରି ଲେଖିଛନ୍ତି, ତାଙ୍କୁ କ୍ୟାନସର ହୋଇଥିବା ଜଣାପଡିବା ପରେ ସେ ପ୍ରଥମେ ଏକଥା ତାଙ୍କ ପୁଅକୁ କେମିତି କହିବେ ବୋଲି ଚିନ୍ତାରେ ପଡିଯାଇଥିଲେ । କୌଣସି କଥା ସେ ପୁଅକୁ ଲୁଚାଇ ନ…

ଅଧିକ ଜାଣନ୍ତୁ

ଏସ୍‌. ଜୟଶଙ୍କର ନିଯୁକ୍ତ ହେଲେ ଟାଟାସନ୍ସ ଗ୍ରୁପ୍‌ର ଗ୍ଲୋବାଲ କର୍ପୋରେଟ୍‌ ବ୍ୟାପାର ସଭାପତି

ଏସ୍‌. ଜୟଶଙ୍କର ନିଯୁକ୍ତ ହେଲେ ଟାଟାସନ୍ସ ଗ୍ରୁପ୍‌ର ଗ୍ଲୋବାଲ କର୍ପୋରେଟ୍‌ ବ୍ୟାପାର ସଭାପତି

ଏସ୍‌. ଜୟଶଙ୍କର ନିଯୁକ୍ତ ହେଲେ ଟାଟା ସନ୍ସ ଗ୍ରୁପ୍‌ର ଗ୍ଲୋବାଲ କର୍ପୋରେଟ୍‌ ବ୍ୟାପାର ସଭାପତି ମୁମ୍ବାଇ : ଟାଟା ସନ୍ସ ଗ୍ରୁପ୍‌ର ନୂଆ ଗ୍ଲୋବାଲ କର୍ପୋରେଟ୍‌ ବ୍ୟାପାର ସଭାପତି ରୂପେ ଭାରତର ପୂର୍ବତନ ବୈଦେଶିକ ସଚିବ ଏସ୍‌. ଜୟଶଙ୍କରଙ୍କୁ ନିଯୁକ୍ତି ଦିଆଯାଇଛି। ଜୟଶଙ୍କର ନୂଆ ଦାୟିତ୍ୱ ପାଇବା ପରେ ଏବେ ସିଧା ସଳଖ ଟାଟା ସନ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରଶେଖରନ୍‌ଙ୍କୁ ରିପୋର୍ଟ କରିବେ। ନୂଆ ଦାୟିତ୍ୱରେ ସେ ଟାଟା ସନ୍ସ ଗ୍ରୁପ୍‌ର କର୍ପୋରେଟ୍‌ ବ୍ୟାପାର ଏବଂ ଅନ୍ତର୍ଜାତୀୟ ଷ୍ଟ୍ରାଟେଜି ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବେ। ଟାଟା ସନ୍ସର ଅନ୍ତର୍ଜାତୀୟ କାର୍ଯ୍ୟାଳୟଗୁଡିକ ତାଙ୍କୁ ରିପୋର୍ଟ କରିବେ। ଟାଟା ଗ୍ରୁପ୍‌ କମ୍ପାନୀଗୁଡିକ କିପରି ବ୍ୟବସାୟ କୁ ସୁଦୃଢ଼ କରିବେ…

ଅଧିକ ଜାଣନ୍ତୁ

ରେଣୁକା ଚୌଧୁରୀ କହିଲେ ସଂସଦରେ ବି ହେଉଛି କାଷ୍ଟିଂ କାଉଚ୍‌

ରେଣୁକା ଚୌଧୁରୀ କହିଲେ ସଂସଦରେ ବି ହେଉଛି କାଷ୍ଟିଂ କାଉଚ୍‌

କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ କହିଲେ ସଂସଦରେ ବି ହେଉଛି କାଷ୍ଟିଂ କାଉଚ୍‌ ନୁଆଦିଲ୍ଲୀ : ଫିଲ୍ମ ଜଗତରେ କାଷ୍ଟିଂ କାଉଚ୍‌ କିମ୍ବା ଯୌନ ଶୋଷଣ କିଛି ନୂଆ କଥା ନୁହେଁ। ଆମେମାନେ ଏ ସମ୍ପର୍କିତ ଅନେକ ଖବର ହଲିଉଡ଼ , ବଲିଉଡ଼ ତଥା ଓଲିଉଡ଼ରେ ମଧ୍ୟ ଆଗରୁ ଶୁଣିବାକୁ ପାଇଛୁ। ହେଲେ ଏହା ଏବେ ସବୁ କ୍ଷେତ୍ରରେ ଦେଖିବାକୁ ମିଳୁଛି, ଏପରି କି ପାର୍ଲାମେଣ୍ଟ ମଧ୍ୟ କାଷ୍ଟିଂ କାଉଚ୍‌ରୁ ମୁକ୍ତ ନୁହେଁ। ଏହା ଏକ ଅପ୍ରିୟ ସତ୍ୟ ବୋଲି ମଙ୍ଗଳବାର କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ କହିଛନ୍ତି। ରେଣୁକାଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ନେଇ ଏବେ ରାଜାନ୍ୟତିକ ମହଲରେ ଚଞ୍ଚକତା ଏବଂ ସାଧାରଣ ଲୋକଙ୍କ…

ଅଧିକ ଜାଣନ୍ତୁ

୧୨ ବର୍ଷ ବାଳକଙ୍କ ୮୨ଟି ଆପସ୍‌, ଅନଲାଇନ ସଫ୍ଟୱେର କମ୍ପାନୀ

୧୨ ବର୍ଷ ବାଳକଙ୍କ  ୮୨ଟି ଆପସ୍‌, ଅନଲାଇନ ସଫ୍ଟୱେର କମ୍ପାନୀ

ମାତ୍ର ୧୨ ବର୍ଷ ବୟସରେ ଆଦିତ୍ୟଙ୍କ ସଫଳତା : ତିଆରି କରିଛନ୍ତି ୮୨ଟି ସଫ୍ଟୱେର ଆପସ୍‌ ଜବଲପୁର : ବାପା ମାଗିଲେ କ୍ୟାଲକୁଲେଟର ମାତ୍ର ଆଦିତ୍ୟ ତାଙ୍କୁ ଦେଲେ ନିଜେ ତିଆରି କରିଥବା ଆପସ୍‌। ଯଦି ଆଦିତ୍ୟ ଦେଖିଲେ ଯେ ତାଙ୍କ ଭଉଣୀ କୌଣସି ମୋବାଇଲ ଗେମ ଖେଳୁଛି ତେବେ ସେ ସଂଗେ ସଂଗେ ନିଜେ ତା ପାଇଁ ଏକ ଗେମ ଆପ୍ଲିକେସନ ତିଆରି କରିବାରେ। ଏହି ଆଦିତ୍ୟ ହେଉଛନ୍ତି ଏକ ବାଳକ ଯିଏକି ଏଯାଏଁ ତିଆରି କରିଛନ୍ତି ୮୨ଟି ସଫ୍ଟୱେର ଆପସ୍‌। ଘଟଣାଟି ଆପଣଙ୍କୁ ଚକିତ କରିପାରେ କିନ୍ତୁ ସତ୍ୟ। ମଧ୍ୟପ୍ରଦେଶ ଜବଲପୁରରେ ରହୁଥିବା ଆଦିତ୍ୟ ଚୌବେ ମାତ୍ର ୧୨ ବର୍ଷ ବୟସରେ ତିଆରି…

ଅଧିକ ଜାଣନ୍ତୁ

ନାବାଳିକା ଦୁଷ୍କର୍ମ ମାମଲାରେ ମୃତ୍ୟୁ ଦଣ୍ଡ ପ୍ରାବଧାନର ପ୍ରସ୍ତାବ

ନାବାଳିକା ଦୁଷ୍କର୍ମ ମାମଲାରେ ମୃତ୍ୟୁ ଦଣ୍ଡ ପ୍ରାବଧାନର ପ୍ରସ୍ତାବ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟର ଏକ ସ୍ୱାଗତଯୋଗ୍ୟ ନାବାଳିକା ରେପ ମାମଲାରେ ମୃତ୍ୟୁ ଦଣ୍ଡ ପ୍ରାବଧାନର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆବାସରେ ପ୍ରାୟତଃ ୨ ଘଣ୍ଟା ୩୦ ମିନିଟ୍ ଧରି ଚାଲିଥିବା କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଛି। ବୈଦ୍ୟୁତିକ ଗଣମାଧ୍ୟମ ରିପୋର୍ଟ୍ସ ଅନୁସାରେ ଏହି ମାମଲା ପାଇଁ ଫାଷ୍ଟ କୋର୍ଟରେ ନିଷ୍ପତି ନିଆଯିବାର ବ୍ୟବସ୍ଥାର ହୋଇପାରେ ବୋଲି କୁହାଯାଉଛି। କୁହାଯାଇପାରେକି , ଉତ୍ତର ପ୍ରଦେଶର ଉନ୍ନାୱ ଏବଂ ଜାମ୍ମୁ କାଶ୍ମୀରର କଠୁଆରେ ନାବାଳିକାମାନଙ୍କ ସହିତ ଦୁଷ୍କର୍ମ ଘଟଣାକୁ ନେଇକରି ସମଗ୍ର ଦେଶରେ ଅସନ୍ତୋଷ ଏବଂ କ୍ରୋଧର ଯେଉଁ ପରିସ୍ଥିତି ହୋଇଥିଲା ତାରି ପୃଷ୍ଠଭୂମିରେ ସରକାର ‘ଶିଶୁଙ୍କୁ ଯୌନ…

ଅଧିକ ଜାଣନ୍ତୁ
1 2 3 6