ଚନ୍ଦାପଣ ଦୂର କରିବା ପାଇଁ ଆପଣାନ୍ତୁ କିଛି ସରଳ ଉପାୟ

ଚନ୍ଦାପଣ ଦୂର କରିବା ପାଇଁ ଆପଣାନ୍ତୁ କିଛି ସରଳ ଉପାୟ

ଚନ୍ଦାପଣ ଯୋଗୁଁ ଚିନ୍ତିତ କି ? ଆପଣାନ୍ତୁ କିଛି ସରଳ ଉପାୟ ଆପଣ ଚାହିଁଲେ ଘରେ ମଧ୍ୟ ନିଜ କେଶର ଯତ୍ନ ନେଇ ପାରିବେ, ତଥା ଝଡ଼ିଯାଉଥିବା କେଶ ସମସ୍ୟା କୁ ଦୂର କରି ପାରିବେ। କେଶ ଝାଡ଼ିବା ପାଇଁ ମୁଖ୍ୟତଃ ଆଜିକାଲିର ଜୀବନ ଶୈଳୀ ହିଁ ଦାୟୀ। ଉଚିତ ସମୟରେ ଖିଆପିଆ ଏବଂ ପୌଷ୍ଟିକ ଏହାର ନେବା ଦ୍ୱାରା ଆପଣ ନିଜ କେଶର ଯତ୍ନ ନେଇ ପାରିବେ। ତେବେ ଆଜି ଯଦି ଆପଣ ନିଜ କେଶର ଯତ୍ନ ନେଇ ତାକୁ ଝଡ଼ିବାରୁ ରକ୍ଷା କରୁ ନାହାନ୍ତି ତେବେ ଝଡ଼ି ଗଲା ପରେ ପଶ୍ଚାତାପ କରିବା ସାର ହେବ । କେତେକ କ୍ଷେତ୍ରରେ ଏହା ଜିନ…

ଅଧିକ ଜାଣନ୍ତୁ

ଖିଲାଡ଼ି ଅକ୍ଷୟଙ୍କ ଫିଟନେସ୍ ଫର୍ମୁଲା

ଖିଲାଡ଼ି ଅକ୍ଷୟଙ୍କ ଫିଟନେସ୍ ଫର୍ମୁଲା

ମୁମ୍ବାଇ : ଅକ୍ଷୟ କୁମାରଙ୍କୁ ବଲିଉଡର ସବୁଠୁ ଫିଟ୍ ଅଭିନେତା ଭାବେ ଗ୍ରହଣ କରାଯାଏ । ତେବେ ଖିଲାଡ଼ି ଅକ୍ଷୟ କୁମାର ଗତ ବର୍ଷ ୯ ସେପ୍ଟେମ୍ବରକୁ ୫୦ ବର୍ଷରେ ପଦାର୍ପଣ କଲେ । ଏତେ ବୟସରେ ମଧ୍ୟ ସେ ଜଣେ ଯୁବକଙ୍କ ପରି ଫିଟ୍ ଅଛନ୍ତି । ତେବେ ସବୁବେଳେ ଫିଟ୍ ରହିବା ପାଇଁ ସକାଳୁ ସନ୍ଧ୍ୟା ଯାଏଁ ସେ ବହୁ ନିୟମ ପାଳନ କରନ୍ତି । ସେ ସବୁଦିନ ସକାଳ ୪.୩୦ରେ ଉଠନ୍ତି । ପ୍ରାୟ ଏକଘଣ୍ଟା ସୁଇମିଂ ପୁଲରେ ପହଁରନ୍ତି ଓ ଏକ ଘଣ୍ଟା ମର୍ସାଲାଟ କରନ୍ତି । ପ୍ରତିଦିନ ଯୋଗ ଓ ଷ୍ଟ୍ରେଚିଙ୍ଗ ସହ ଏକ ଘଣ୍ଟା ପ୍ରାର୍ଥନା କରନ୍ତି…

ଅଧିକ ଜାଣନ୍ତୁ

ଏବେ ଜାଣନ୍ତୁ କେଉଁ ସବୁ ଔଷଧିୟ ଗୁଣ ଅଛି ଅଦାରେ

ଏବେ ଜାଣନ୍ତୁ କେଉଁ ସବୁ ଔଷଧିୟ ଗୁଣ ଅଛି ଅଦାରେ

ଆୟୁର୍ବେଦ : ଥଣ୍ଡା ଓ ସର୍ଦ୍ଦି ହୋଇଥିଲେ ଅଦାରସ ସକାଳେ ଏକ ଚାମଚ ଓ ସଂଧ୍ୟାରେ ଏକ ଚାମଚ ସେବନ କରନ୍ତୁ ଓ ଅଦାକୁ ଚା’ରେ ପକାଇ ପିଅନ୍ତୁ । ଅଜୀର୍ଣ୍ଣ ହୋଇଥିଲେ ଖଣ୍ଡେ ଅଦା ଛେଚି ତା’ ସହିତ ଆଠ/ଦଶ ଟୋପା ଲେମ୍ବୁରସ ମିଶାଇ ଅଳ୍ପ ଟିକିଏ ସୈନ୍ଧବ ଲବଣ ପକାଇ ସକାଳେ ଥରେ ସଂଧ୍ୟାରେ ଥରେ ଖାଇ ଥଣ୍ଡା ପାଣି ପିଇଲେ ୨/୪ ଦିନରେ ଅଜୀର୍ଣ୍ଣ ଦୂର ହୋଇଥାଏ । ପକ୍ଷଘାତ ରୋଗ ଥିଲେ ୨୫ ଗ୍ରାମ୍ ଶୁଣ୍ଠି ଗୁଣ୍ଡ ସାଙ୍ଗରେ ୨ ଗ୍ରାମ୍ ମହୁ ମଶ। ଇ ସକାଳେ ଓ ସଂଧ୍ୟାରେ ଚାଟିକରି କିଛି ଦିନ ଖାଆନ୍ତୁ। ପେଟଦରଜହେଲେ ଶୁଣ୍ଠି, ହେଙ୍ଗୁ…

ଅଧିକ ଜାଣନ୍ତୁ

ଜାଣନ୍ତୁ କେଉଁ ଅତର ବ୍ୟବହାର କରିବେ ଖରାଦିନ ରେ

ଜାଣନ୍ତୁ କେଉଁ ଅତର ବ୍ୟବହାର କରିବେ ଖରାଦିନ ରେ

ଆମ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ମଧ୍ୟରୁ ଅତର ହେଉଛି ଅନ୍ୟତମ । ସବୁ ଋତୁ ପାଇଁ ଭିନ୍ନ ଭିନ୍ନ ଅତର ବ୍ୟବହାର କରାଯାଇଥାଏ । କିନ୍ତୁ ଖରାଦିନେ ଅତର ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଥାଏ । ତେବେ ଆସନ୍ତୁ ନଜର ପକାଇବା ଅତର କିଣିବା ସମୟରେ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍‍ । ଖାସ୍‍ କରି ଖରାଦିନମାନଙ୍କରେ ଦୀର୍ଘସମୟ ପର୍ଯ୍ୟନ୍ତ ରହୁଥିବା ଅତର କିଣିବା ଉଚିତ୍‍ ।  ଲେମ୍ବୁ, କମଳା, ଚନ୍ଦନ, ଗୋଲାପ, ମଲ୍ଲୀ, ଷ୍ଟ୍ରବେରିରୁ ପ୍ରସ୍ତୁତ ଅତର ଏହି ଋତୁ ପାଇଁ ଭଲ ହୋଇଥାଏ । ଏସବୁ ଅତର ହାଲୁକା ଏବଂ ମଧୁର ବାସ୍ନାଯୁକ୍ତ ହୋଇଥାଏ। ତେଣୁ ଏହା ଦେହକୁ…

ଅଧିକ ଜାଣନ୍ତୁ

କିଛି ପନିପରିବା ଯାହାକୁ କଞ୍ଚା ଖାଇ ହୁଏନି

କିଛି ପନିପରିବା ଯାହାକୁ କଞ୍ଚା ଖାଇ ହୁଏନି

ସର୍ଭେ : ଆପଣ ମଧ୍ୟ ଜାଣନ୍ତି କି ରନ୍ଧନ ସମୟରେ ପରିବାରୁ କିଛି ପରିମାଣର ଭିଟାମିନ ଶକ୍ତି ନଷ୍ଟ ହୋଇଯାଏ । ତେଣୁ କିଛି ପନିପରିବାକୁ କଞ୍ଚା ଖାଇବାକୁ ପସନ୍ଦ କରିଥାଉ । କାକୁଡ଼ି, ପିଆଜ, ଗାଜର, ବିଟ ପରି କିଛି ପରିବାକୁ ଆମେ ସାଲାଡ଼ କରି ଖାଇଥାଉ । ସବୁ ପରିବା କଞ୍ଚା ଖାଇବା ସମ୍ଭବ ନୁହେଁ । କିଛି ସବୁଜ ପନିପରିବା କେବଳ ରନ୍ଧା ପରେ ଖାଇହୁଏ । ପୋଷକ ବିଶେଷଜ୍ଞ ପୂଜା ମାଲହୋତ୍ରା କହନ୍ତି, ‘କିଛି ପରିବା କଞ୍ଚା ଖାଇଲେ ହଜମ ଶକ୍ତି ଉପରେ କୁପ୍ରଭାବ ପକାଇଥାଏ । କେତେକ କଞ୍ଚା ପରିବା କୃମି ସୃଷ୍ଟି କରେ । ତେଣୁ ସବୁଦିଗରୁ…

ଅଧିକ ଜାଣନ୍ତୁ
1 2