ପ୍ରିୟା ପ୍ରକାଶଙ୍କୁ ମିଳିଲା ବଲିଉଡ଼ ଫିଲ୍ମ ଅଫର

ପ୍ରିୟା ପ୍ରକାଶଙ୍କୁ ମିଳିଲା ବଲିଉଡ଼ ଫିଲ୍ମ ଅଫର

ମୁମ୍ବଇ : ମାଲୟାଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର ବଲିଉଡରେ ପାଦ ଦେଇଛନ୍ତି। ରେହିତ ସେଟ୍ଟିଙ୍କ ଆଗାମୀ ଫିଲ୍ମ ‘ସିମ୍ବା’ରେ ତାଙ୍କୁ ଦେଖିବାକୁ ମିଳିବ। ପ୍ରିୟା ପ୍ରକାଶଙ୍କ ଆଖି ନଚା ବା ଆଖିରେ ଆଖିରେ ଇଶାରା ଦେଉଥିବା ଭିଡିଓ ଗତ ମାସରେ ଭାଇରାଲ ହୋଇଥିଲା। ଭାଲେଣ୍ଟାଇନ ଡେ’ରେ ଏହିି ଭିଡିଓ ଭାଇରାଲ ହେବାରୁ ଇଣ୍ଟରନେଟରେ ଚହଳ ପଡିଯାଇଥିଲା। ଫଳରେ ଚାରିଆଡେ ପ୍ରିୟାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଆଉ ଏଥିରୁ ତାଙ୍କର ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇଥିଲା। ଯାହାର ଫଳ ସ୍ୱରୂପ ତାଙ୍କୁ ବଲିଉଡ ଫିଲ୍ମରେ ସୁଯୋଗ ମିଳିଛି। ରେହିତ ସେଟ୍ଟିଙ୍କ ଆଗାମୀ ଫିଲ୍ମ ‘ସିମ୍ବା’ରେ ସେ ନାୟିକା ଭୂମିକାରେ ଅଭିନୟ କରୁଛନ୍ତି। ତାଙ୍କ ବିପକ୍ଷରେ…

ଅଧିକ ଜାଣନ୍ତୁ
1 2 3 4