ପରଦାରେ ଏକାଠି ହେବେ ଦାଦା ଅନିଲ ଓ ପୁତୁରା ଅର୍ଜୁନ

ପରଦାରେ ଏକାଠି ହେବେ ଦାଦା ଅନିଲ ଓ ପୁତୁରା ଅର୍ଜୁନ

ମୁମ୍ବାଇ:ଅନିଲ କପୁର ଓ ଅର୍ଜୁନ କପୁର ଏଥର ପୁଣି ଥରେ ସିଲଭର ସ୍କ୍ରିନ୍ରେ ନଜର ଆସିବେ ବୋଲି ଜଣାପଡିଛି । ବୋନି କପୁରଙ୍କ ଦ୍ୱାରା ନିର୍ମାଣ କରାଯାଉଥିବା ଫିଲ୍ମ ‘ନୋ ଏଣ୍ଟ୍ରି’ ର ସିକୁଏଲରେ ଉଭୟ ଦାଦା ପୁତୁରା ଅଭିନୟ କରିବେ ବୋଲି ଜଣାପଡିଛି । ପୂର୍ବରୁ ସଲମାନ୍ ଏଥିରେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଥିବା ବେଳେ ଏବେ ସାମ୍ନାକୁ ଆସିଛି ଅନିଲ ଓ ଅର୍ଜୁନଙ୍କ ନାଁ । ଗତବର୍ଷ ଏମାନେ ଫିଲ୍ମ ‘ମୁବାରକା’ରେ କରିଥିଲେ ଜବରଦସ୍ତ ଅଭିନୟ । ଅନିଲ ଓ ଅର୍ଜୁନଙ୍କ ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ ମଧ୍ୟ କରିଥିଲେ । Tags: Anil Kapoor and Arjun Kapoor might…

ଅଧିକ ଜାଣନ୍ତୁ

ପୁଅ ସହ ଭାବପୁର୍ଣ୍ଣ ବାର୍ତ୍ତା ଲେଖି ଫଟୋ ଶେୟାର କଲେ ସୋନାଲି

ପୁଅ ସହ ଭାବପୁର୍ଣ୍ଣ ବାର୍ତ୍ତା ଲେଖି ଫଟୋ ଶେୟାର କଲେ ସୋନାଲି

ଲଣ୍ଡନ: ସୋନାଲି ବେନ୍ଦ୍ରେ ନିଜ ପୁଅ ସହ ଭାବପୁର୍ଣ୍ଣ ବାର୍ତ୍ତା ଲେଖି ଫଟୋ ଶେୟାର କଲେ । ବଲିଉଡର ଏହି ନାୟିକା ଏବେ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡିତ ହୋଇ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ପ୍ରିୟପରିଜନ ତଥା ପ୍ରଶଂସକମାନେ ସେ ଖୁବ୍ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି ପ୍ରାର୍ଥନା କରୁଛନ୍ତି । ଇତି ମଧ୍ୟରେ ସେ ତାଙ୍କ ୧୨ ବର୍ଷର ପୁଅ ସହ ଏକ ଫଟୋ ଶେୟାର କରି ଲେଖିଛନ୍ତି, ତାଙ୍କୁ କ୍ୟାନସର ହୋଇଥିବା ଜଣାପଡିବା ପରେ ସେ ପ୍ରଥମେ ଏକଥା ତାଙ୍କ ପୁଅକୁ କେମିତି କହିବେ ବୋଲି ଚିନ୍ତାରେ ପଡିଯାଇଥିଲେ । କୌଣସି କଥା ସେ ପୁଅକୁ ଲୁଚାଇ ନ…

ଅଧିକ ଜାଣନ୍ତୁ

ସାହୀଦ କାପୁର ପାଇଲେ ଦାଦା ସାହେବ ଫାଲକେ ପୁରସ୍କାର

ସାହୀଦ କାପୁର ପାଇଲେ ଦାଦା ସାହେବ ଫାଲକେ ପୁରସ୍କାର

ସାହୀଦ କାପୁର ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହେଲେ ମୁମ୍ବାଇ : ଫ‍ିଲ୍ମ ‘ପଦ୍ମାବତ’ ରେ ନିଜର ଦମଦାର ଆକ୍ଟିଂ ପାଇଁ ଆକ୍ଟର ଶାହ‍ିଦ କାପୁରଙ୍କୁ ଶନ‍ିବାରଦିନ ଦାଦା ସାହେବ ଫାଲ୍କେ ଏକ୍ସେଲେଂସ ଆୱାର୍ଡରେ ସମ୍ମାନିତ କରାଯାଇଛି। ଏହି ଅବସରରେ ସହିଦ ଅତ୍ୟନ୍ତ ଖୁସିରେ ଭାବ ବିହ୍ଵଳ ହୋଇ କହିଥିଲେ ଯେ, ଏହି ବର୍ଷ ପଦ୍ମାବତ ପାଇଁ ଏହା ମୋର ପ୍ରଥମ ଆୱାର୍ଡ ଆଗକୁ ଆହୁରି ଅଧିକ ପାଇଁ ମୁଁ ଆଶାୟୀ। ଏଥିସହ ସେ ମଧ୍ୟ ସଞ୍ଜୟ ଲୀଳା ଭନଶାଳୀଙ୍କର ଅନେକ ପ୍ରଶଂସା କରିଥିଲେ। ସମ୍ବାଦଦାତାମାନଙ୍କର ପ୍ରଶ୍ନର ଉତ୍ତର ଦେବା ଅବସରରେ ସେ ଆଗକୁ ବାପା ହେବା ନେଇ ମଧ୍ୟ ଅନେକ ଖୁସି ବୋଲି…

ଅଧିକ ଜାଣନ୍ତୁ

ଖିଲାଡ଼ି ଅକ୍ଷୟଙ୍କ ଫିଟନେସ୍ ଫର୍ମୁଲା

ଖିଲାଡ଼ି ଅକ୍ଷୟଙ୍କ ଫିଟନେସ୍ ଫର୍ମୁଲା

ମୁମ୍ବାଇ : ଅକ୍ଷୟ କୁମାରଙ୍କୁ ବଲିଉଡର ସବୁଠୁ ଫିଟ୍ ଅଭିନେତା ଭାବେ ଗ୍ରହଣ କରାଯାଏ । ତେବେ ଖିଲାଡ଼ି ଅକ୍ଷୟ କୁମାର ଗତ ବର୍ଷ ୯ ସେପ୍ଟେମ୍ବରକୁ ୫୦ ବର୍ଷରେ ପଦାର୍ପଣ କଲେ । ଏତେ ବୟସରେ ମଧ୍ୟ ସେ ଜଣେ ଯୁବକଙ୍କ ପରି ଫିଟ୍ ଅଛନ୍ତି । ତେବେ ସବୁବେଳେ ଫିଟ୍ ରହିବା ପାଇଁ ସକାଳୁ ସନ୍ଧ୍ୟା ଯାଏଁ ସେ ବହୁ ନିୟମ ପାଳନ କରନ୍ତି । ସେ ସବୁଦିନ ସକାଳ ୪.୩୦ରେ ଉଠନ୍ତି । ପ୍ରାୟ ଏକଘଣ୍ଟା ସୁଇମିଂ ପୁଲରେ ପହଁରନ୍ତି ଓ ଏକ ଘଣ୍ଟା ମର୍ସାଲାଟ କରନ୍ତି । ପ୍ରତିଦିନ ଯୋଗ ଓ ଷ୍ଟ୍ରେଚିଙ୍ଗ ସହ ଏକ ଘଣ୍ଟା ପ୍ରାର୍ଥନା କରନ୍ତି…

ଅଧିକ ଜାଣନ୍ତୁ

କୃଷ୍ଣସାର ମୃଗ ଶିକାର ମାମଲାରେ ସଲ୍‌ମାନ୍‌ ଖାଁଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ

କୃଷ୍ଣସାର ମୃଗ ଶିକାର ମାମଲାରେ ସଲ୍‌ମାନ୍‌ ଖାଁଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ

ରାଜସ୍ଥାନ : ପୁଣି ଚର୍ଚ୍ଚାରେ ସଲ୍‌ମାନ୍‌ ଖାଁ। ଏଥର କିନ୍ତୁ କାରଣ ସମ୍ପୂର୍ଣ ଭିନ୍ନ। ୧୯୯୮ ମସିହାରେ କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର କୋର୍ଟ ଆଜି ବୁଧବାର ବଲିଉଡ୍‌ ସୁପର ଷ୍ଟାର ସଲ୍‌ମାନ୍‌ ଖାଁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୫ ବର୍ଷ ଜେଲ୍‌ ଓ ୧୦ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ କରାଯାଇଛି। ବନ୍ୟଜନ୍ତୁ ସୁରକ୍ଷା ଆଇନ ଅଧିନିୟମ ବିଭାଗ ୫୧ ଅନ୍ତର୍ଗତ ବିଚାରପତି ଏହି ଦଣ୍ଡାଦେଶ କରିଥିବା ସୂଚନା ମିଳିଛି । କୃଷ୍ଣସାର ମୃଗ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବିଷ୍ଣୋଇ ସମ୍ପ୍ରଦାୟ ସଲ୍‌ମାନ୍‌ଙ୍କୁ ଅଧିକ ଦଣ୍ଡାଦେଶ ପାଇଁ ଦାବି କରିଥିଲେ ମଧ୍ୟ ମାନ୍ୟବର ଅଦାଲତ ବିଧାନ କରିଛନ୍ତି । ୨୦…

ଅଧିକ ଜାଣନ୍ତୁ
1 2 3 4