ବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ

ବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ

ନୂଆଦିଲ୍ଲୀ,୧୫/୧୨ : ବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ । ଆମେରିକାର ସାନ ପ୍ରାନ୍ସିକୋର ଏକ ହସ୍ପିଟାଲରେ ପରଲୋକ। ମୃତ୍ୟୁବେଳକୁ ତାଙ୍କୁ ୭୩ବର୍ଷ ହୋଇଥିଲା।

ଭାରତୀୟ ସଙ୍ଗୀତ ଜଗତ ପ୍ରତି ତାଙ୍କର ଅବଦାନ ଅତୁଳନୀୟ। ଅନେକ ଶାସ୍ତ୍ରୀୟ ସଙ୍ଗୀତରେ ସେ ପାରଙ୍ଗମ ଥିଲେ।